ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ଙ୍କ ବିଷୟରେ ଭୁଲ୍ ଖବର ଛାପି କ୍ଷତିପୂରଣ ପ୍ରଦାନ କରିଛି ବ୍ରିଟେନ୍ର ‘ଟେଲିଗ୍ରାଫ୍’ ଖବରକାଗଜ। ଗତ ସପ୍ତାହରେ ଏହି ଖବର କାଗଜର ଶନିବାର ସ୍ବତନ୍ତ୍ର ପତ୍ରିକା କଭର ଷ୍ଟୋରି ‘ଦି ମିଷ୍ଟ୍ରି ଅଫ୍ ମେଲାନିଆ’ରେ ଅନେକ ଭୁଲ୍ ବିବରଣୀ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଟେଲିଗ୍ରାଫ୍ ମେଲାନିଆଙ୍କୁ କ୍ଷମା ପ୍ରାର୍ଥନା କରିବା ସହ କ୍ଷତିପୂରଣ ମଧ୍ୟ ପ୍ରଦାନ କରିଛି।
ଟ୍ରମ୍ପ୍ଙ୍କ ପତ୍ନୀଙ୍କୁ କ୍ଷତିପୂରଣ ଦେଲା ବ୍ରିଟିଶ୍ ଖବରକାଗଜ
Advertisment
Follow Us