୫୦୦୦ କିମି ବିମାନ ଚଳାଇ ଭାରତରେ ପହଞ୍ଚିଲେ ବ୍ରୁନେଇ ସୁଲତାନ୍‌

Advertisment
୫୦୦୦ କିମି ବିମାନ ଚଳାଇ ଭାରତରେ ପହଞ୍ଚିଲେ ବ୍ରୁନେଇ ସୁଲତାନ୍‌

ନୂଆଦିଲ୍ଲୀ: ଜନରାଜ୍ୟ ଦିବସ ଲାଗି ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିବା ୧୦ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବ୍ରୁନେଇ ସୁଲତାନ୍‌। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବ୍ରୁନେଇ ସୁଲତାନ୍‌ ହହସନ୍‌ ଅଲ୍‌ ବୋଲ୍‌କିୟା ଦୀର୍ଘ ୫୦୦୦ କିମି ପଥ ବିମାନ ଚଳାଇ ଆସି ଭାରତରେ ପହଞ୍ଚିଛନ୍ତି। ବୋଲ୍‌କିଆ ତାଙ୍କ ନିଜର ୭୪୭-୪୦୦ ବିମାନରେ ଆସି ଦିଲ୍ଲୀର ବାୟୁସେନା ଷ୍ଟେସନ୍‌ ପଲମ୍‌ରେ ପହଞ୍ଚିଛନ୍ତି। ଚଳିତ ଏନ୍‌ଡିଏ ସରକାର ସମୟରେ ଏହା ବୋଲ୍‌କିଆଙ୍କ ପ୍ରଥମ ଗସ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe