ବିଏସ୍‌ପି-କଂଗ୍ରେସ ମିଶ୍ରଣ ପ୍ରସଙ୍ଗ: ଜଣିକିଆ ଖଣ୍ଡପୀଠରେ ଶୁଣାଣି ହେବ

Advertisment
ବିଏସ୍‌ପି-କଂଗ୍ରେସ ମିଶ୍ରଣ ପ୍ରସଙ୍ଗ: ଜଣିକିଆ ଖଣ୍ଡପୀଠରେ ଶୁଣାଣି ହେବ

Hindustan

ନୂଆଦିଲ୍ଲୀ : ବିଏସ୍‌ପି-କଂଗ୍ରେସ ମିଶ୍ରଣ ପ୍ରସଙ୍ଗରେ ରାଜସ୍ଥାନ ହାଇକୋର୍ଟର ଜଣିକିଆ ଖଣ୍ଡପୀଠରେ ଶୁଣାଣି ହେବ। ବିଚାରପତି ମହେନ୍ଦ୍ର କୁମାର ଗୋଏଲଙ୍କ ନେତୃତ୍ବରେ ଗଠିତ ଜଣିକିଆ ଖଣ୍ଡପୀଠ ରାଜସ୍ଥାନ ବାଚସ୍ପତି, ବିଧାନସଭା ସମ୍ପାଦକ ଏବଂ ୬ ଜଣ ବିଏସ୍‌ପି ବିଧାୟକଙ୍କ ନିକଟକୁ ନୋଟିସ ଜାରି କରିଛନ୍ତି। ସେମାନେ ଅଗଷ୍ଟ ୧୧ ମଧ୍ୟରେ ସେମାନଙ୍କ ଉତ୍ତର ଦାଖଲ କରିବାକୁ ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe