ବୁଲନ୍ଦସର୍‌ ହିଂସା: ପୁଲିସ ଇନ୍ସପେକ୍ଟରଙ୍କୁ ମାରିଥିଲା ଟ୍ୟାକ୍ସି ଚାଳକ

Advertisment
ବୁଲନ୍ଦସର୍‌ ହିଂସା: ପୁଲିସ ଇନ୍ସପେକ୍ଟରଙ୍କୁ ମାରିଥିଲା ଟ୍ୟାକ୍ସି ଚାଳକ

ଲକ୍ଷ୍ନୌ : ଗୋହତ୍ୟା ସନ୍ଦେହରେ ଉତ୍ତର ପ୍ରଦେଶର ବୁଲନ୍ଦସର୍‌ରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ଗୁରୁବାର ପୁଲିସ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ହତ୍ୟାକାରୀକୁ ଗିରଫ କରାଯାଇଛି। ସେ ହେଉଛନ୍ତି ଟ୍ୟାକ୍ସି ଚାଳକ ପ୍ରଶାନ୍ତ ନାତ୍‌। ସେ ହିଁ ସୁବୋଧଙ୍କୁ ଗୁଳିକରି ହତ୍ୟା କରିଥିବା ସ୍ବୀକାର କରିଛି। ପୂର୍ବରୁ ମାମଲାରେ ମୋଟ ୨୭ ଜଣଙ୍କ ନାମ ରହିଥିଲା। ଏହାପରେ ୧୯ ଜଣଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe