ବୁଲେଟ୍ ଟ୍ରେନ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି

Advertisment
ବୁଲେଟ୍ ଟ୍ରେନ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି

ନୂଆଦିଲ୍ଲୀ: ଅହମଦାବାଦରୁ ମୁମ୍ବାଇକୁ ବୁଲେଟ ଟ୍ରେନ ଚଳାଚଳ କରିବା ନେଇ ଯୋଜନା ହୋଇଛି। ୫୦୮ କିମି ବିଶି‌ଷ୍ଟ ଭାରତର ଏହି ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗୁଜରାଟ ପଟେ ଆରମ୍ଭ ହୋଇ ସାରିଛି। ଗୁଜରାଟ ପଟୁ ୩୫୨ କିମି ପାଇଁ ସମସ୍ତ ପ୍ରକାର ସିଭିଲ୍‌ ଏବଂ ଟ୍ରାକ୍ ନିର୍ମାଣ କାର୍ଯ୍ୟାଦେଶ ଏଲ୍‌ ଆଣ୍ଡ୍‌ ଟି କମ୍ପାନିକୁ ୩୧୪୧ କୋଟି ଟଙ୍କାରେ ଦିଆଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ପଟେ ଜମି ଅଧିଗ୍ରହଣ ସମସ୍ୟା ରହିଥିଲେ ମଧ୍ୟ ଗୁଜରାଟ ପଟୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe