କେତେ ଭୋଟ୍ ବ୍ୟବଧାନରେ ଜିତିବେ ମୋଦୀ: ଚାଲିଛି ଅଙ୍କକଷା

କେତେ ଭୋଟ୍ ବ୍ୟବଧାନରେ ଜିତିବେ ମୋଦୀ: ଚାଲିଛି ଅଙ୍କକଷା

ଲକ୍ଷ୍ନୌ: ଦେଶର ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୩ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି। ଭାଜପାର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀରେ ଏହି ପର୍ଯ୍ୟାୟରେ ମତଦାନ ଜାରି ରହିଛି।

ତେବେ ପ୍ରଧାନମନ୍ତ୍ରୀ ଜିତିବା ଅପେକ୍ଷା କେତେ ଭୋଟ୍ ବ୍ୟବଧାନରେ ସେ ଜିତିବେ ସେ ନେଇ ଅଙ୍କକଷା ଜାରି ରହିଛି। ଦେଶର ବରିଷ୍ଠ ନେତାଙ୍କ ବିଜୟ ବଡ଼ ହେବା ଆବଶ୍ୟକ ବୋଲି ବିଜେପିକର୍ମୀମାନେ ମତପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe