ବାଇଜୁସ୍‌ ୧୦୦୦ ଛଟେଇ କରିବ

Advertisment
ବାଇଜୁସ୍‌ ବେତନର ନୂଆ ଫର୍ମୁଲା ଆଣିଲା: ରୋଜଗାର ଭିତ୍ତିରେ ସାପ୍ତାହିକ ଦିଆଯିବ

Zee News

ନୂଆଦିଲ୍ଲୀ : ପ୍ରଯୁକ୍ତି ମାଧ୍ୟମରେ ଶିକ୍ଷାଦାନ କରୁଥିବା ସଂସ୍ଥା ବାଇଜୁସ୍‌ ଏହାର ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ। ଇଞ୍ଜିନିୟରିଂ ଟିମ୍‌ ଛୋଟ କରିବା ଲାଗି ସେଥିରେ କାମ କରୁଥିବା କିଛି କର୍ମଚାରୀଙ୍କୁ ବିଦା କରାଯିବ। ଗତବର୍ଷ କଂପାନି ୨୫୦୦ କର୍ମଚାରୀଙ୍କୁ ବିଦା କରିଥିଲା। ପ୍ରଯୁକ୍ତି ଜରିଆରେ ଶିକ୍ଷାଦାନ କରୁଥିବା ଦେଶର ୧୬ଟି ସଂସ୍ଥା ୮୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe