ଆଦାନୀଙ୍କ ୨୦ ‌ହଜାର କୋଟି ଏଫ୍‌ପିଓ ବାତିଲ

ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ ପାଇଁ ଆଉ ୬ ମାସ ସମୟ ମାଗିଲା ସେବି

Image Courtesy: News Live

ନୂଆଦିଲ୍ଲୀ : ଆଦାନୀ ଏଣ୍ଟରପ୍ରାଇ‌ଜେସ୍ ଲିମିଟେଡ ପକ୍ଷରୁ ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ ଅଫର (ଏଫ୍‌ପିଓ) ପାଇଁ ଆବେଦନ ଶେଷ ହୋଇସାରିଛି। ବିକ୍ରି ପାଇଁ ରଖାଯାଇଥିବା ସେୟାରକୁ କିଣିବା ପାଇଁ ଅଧିକ ଲୋକ ଆବେଦନ କରି ସାରିଛନ୍ତି। କିନ୍ତୁ କମ୍ପାନି ଏହି ଏଫ୍‌ପିଓକୁ ଆଜି ବାତିଲ କରିଦେଇଛି। କମ୍ପାନିର ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ଅଭୂତପୂର୍ବ ସ୍ଥିତି ଏବଂ ବଜାରରେ ରହିଥିବା ଅସ୍ଥିରତା କାରଣରୁ ଏହା ହୋଇଛି। ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରିବା ଯୋଜନା କମ୍ପାନି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe