ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅତିଶୀଙ୍କ ବିରୋଧରେ ମାମଲା ରୁଜୁ

Advertisment

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। 

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। 

atishi

The Hindu

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପୂର୍ବରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପାଇଁ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ନିର୍ବାଚନ ଅଧିକାରୀ ଏକ ଏଫଆଇଆର ଦାୟର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ସରକାରୀ ଗାଡ଼ି ବ୍ୟବହାର କରିବାର ଅଭିଯୋଗ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe