ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା

Advertisment
ଭୁଲବଶତଃ ଖୋଲି ଯାଇଥିଲା ବିମାନର ଦ୍ବାର, ମୁଁ ଦୁଃଖିତ : ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବକ୍ତବ୍ୟ ଉପସ୍ଥାପନ କଲେ ସିନ୍ଧିଆ

New Indian Express

ନୂଆଦିଲ୍ଲୀ : ବିନା ଅନୁମତିରେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ ହାଇଦ୍ରାବାଦର ଓସ୍‌ମାନିଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରିଥିବାରୁ ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସ ମଧ୍ୟକୁ ଏଭଳି ଅନଧିକାର ପ୍ରବେଶ କରିଥିବାରୁ ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ଓସ୍‌ମାନିଆ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଫ୍‌ଆଇଆର ଦେଇଛନ୍ତି ବୋଲି ତେଲେଙ୍ଗାନା ପୁଲିସ ମୁଖ୍ୟ ମହେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଜେପି ସାଂସଦ ହାଇଦ୍ରାବାଦ ପୌର ନିଗମ ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ଓସ୍‌ମାନିଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ମଧ୍ୟକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe