ପାଟନା : ପୂର୍ବତନ ଜେଏନ୍ୟୁ ଛାତ୍ର ନେତା କହ୍ନୈୟା କୁମାର ଆଜି ପୁଣି ଏକ ଅଡ଼ୁଆରେ ପଡ଼ିଛନ୍ତି। ବିହାରର ବେଗୁସରାଇ ଜିଲ୍ଲାରେ କହ୍ନୈୟାଙ୍କ ବିରୋଧରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଶୁଭମ ଭରଦ୍ବାଜ କହ୍ନେୟାଙ୍କ ବିରୋଧରେ ବେଗୁସରାଇର ଭଗବାନପୁର ଥାନାରେ ଏଫଆଇଆର ରୁଜୁ କରିଛନ୍ତି।
କହ୍ନୈୟାଙ୍କ ବିେରାଧରେ ମାମଲା
Advertisment
Follow Us