କ୍ୟାଣ୍ଟିନ୍ ଠିକାଦାରଙ୍କୁ ମାଡ଼ ମାରିବା ଘଟଣା: ବିଧାୟକ ସଞ୍ଜୟ ଗାୟକୱାଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Advertisment

ମୁମ୍ବାଇର ଆକାଶବାଣୀ ବିଧାୟକ ବାସଭବନରେ ଜଣେ କ୍ୟାଣ୍ଟିନ୍ ଠିକାଦାରଙ୍କୁ ମାଡ଼ ମାରିବା ପାଇଁ ଶିବସେନା (ଏକନାଥ ସିନ୍ଦେ) ବିଧାୟକ ସଞ୍ଜୟ ଗାୟକୱାଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୁଲିସ୍‌।

ମୁମ୍ବାଇର ଆକାଶବାଣୀ ବିଧାୟକ ବାସଭବନରେ ଜଣେ କ୍ୟାଣ୍ଟିନ୍ ଠିକାଦାରଙ୍କୁ ମାଡ଼ ମାରିବା ପାଇଁ ଶିବସେନା (ଏକନାଥ ସିନ୍ଦେ) ବିଧାୟକ ସଞ୍ଜୟ ଗାୟକୱାଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୁଲିସ୍‌।

New Project (1)

ମୁମ୍ବାଇ: ମୁମ୍ବାଇର ଆକାଶବାଣୀ ବିଧାୟକ ବାସଭବନରେ ଜଣେ କ୍ୟାଣ୍ଟିନ୍ ଠିକାଦାରଙ୍କୁ ମାଡ଼ ମାରିବା ପାଇଁ ଶିବସେନା (ଏକନାଥ ସିନ୍ଦେ) ବିଧାୟକ ସଞ୍ଜୟ ଗାୟକୱାଡଙ୍କ ବିରୋଧରେ କାର୍ଯ୍ୟ‌ାନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୁଲିସ୍‌।

ସଞ୍ଜୟ ଗାୟକୱାଡଙ୍କ ବିରୋଧରେ ଅଣ-ଧର୍ତ୍ତବ୍ୟ ଅପରାଧ (ଏନ୍ସି) ରୁଜୁ କରିବାର ପ୍ରକ୍ରିୟା ଚାଲିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଦୁଇ ଦିନ ତଳେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯେଉଁଥିରେ ବାସି ଖାଦ୍ୟ ଦେଉଥିବାରୁ ସଞ୍ଜୟ ଗାୟକୱାଡ କ୍ୟାଣ୍ଟିନ୍ ଅପରେଟରଙ୍କୁ ମାଡ଼ ମାରୁଥିବାର ଦେଖାଯାଇଥିଲା।

ଗାୟକୱାଡ ଦାବି କରିଥିଲେ ଯେ ଖାଦ୍ୟ; ବିଶେଷକରି ଡାଲି ଖୁବ୍‌ ନିମ୍ନମାନର ଥିଲା। ଯାହାକୁ ଖାଇବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe