ହାଫିଜ୍‌ ସୟିଦ୍‌ ବିରୋଧରେ ପାକିସ୍ତାନ କୋର୍ଟରେ ଚାଲିବ ମାମଲା

Advertisment
ହାଫିଜ୍‌ ସୟିଦ୍‌ ବିରୋଧରେ ପାକିସ୍ତାନ କୋର୍ଟରେ ଚାଲିବ ମାମଲା

Image Source: Zee News

ଲାହୋର: ଆତଙ୍କବାଦୀ ସଂଗଠନକୁ ବେଆଇନ୍‌ ଅର୍ଥ ଯୋଗାଣ ଅଭିଯୋଗରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାପିଜ୍‌ ସୟିଦ ବିରୋଧରେ ମାମଲା ରୁଜୁ କରିବାକୁ ପାକିସ୍ତାନ ଆତଙ୍କବାଦ ନିରୋଧୀ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନର ପଞ୍ଜାବ ପ୍ର‌ଦେଶରେ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ଅର୍ଥ ଯୋଗାଣ କରିଥିବା ଅଭିଯୋଗରେ ଆତଙ୍କବାଦ ନିରୋଧୀ କୋର୍ଟର ବିଚାରପତି ଅର୍ସଦ ଭୁଟ୍ଟା ହାଫିଜ୍‌ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇ ୧୭ରେ ପଞ୍ଜାବ ପୁଲିସର ଆତଙ୍କବାଦ ନିରୋଧୀ ବିଭାଗ ହାଫିଜ୍‌ ସୟିଦ ନାଁରେ ଏକ ଏଫ୍‌ଆଇଆର୍‌ ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe