‘ଆକବର ସଫେଇ ଦିଅନ୍ତୁ, ନହେଲେ ଇସ୍ତଫା’

Advertisment
ସାମ୍ବାଦିକାଙ୍କ ଯୌନ ନିର୍ଯାତନା  ଅଭିଯୋଗ ମହଙ୍ଗା ପଡ଼ିଲା! ମନ୍ତ୍ରୀପଦ ହରାଇ ପାରନ୍ତି ଏମ୍‌.ଜେ.ଆକବର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିବାରୁ ସେ ଏହି ମାମଲାରେ ସେ ସନ୍ତୋଷଜନକ ସ୍ପଷ୍ଟୀକରଣ ଦିଅନ୍ତୁ, ନଚେତ ତତ୍କାଳ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆଜି କଂଗ୍ରେସ ଦାବି କରିଛି। ଦଳର ବରିଷ୍ଠ ପ୍ରବକ୍ତା ଏସ୍‌ ଜୟପାଲ ରେଡ୍ଡି କହିଛନ୍ତି ଯେ ତାଙ୍କ ସହିତ କାମ କରିଥିବା ବରିଷ୍ଠ ସାମ୍ବାଦିକମାନେ ଏହି ଅଭିଯୋଗ ଆଣିଥିବାରୁ ସରକାର ମଧ୍ୟ ଏହାକୁ ଗମ୍ଭୀରତାର ସହ ନେବା ଆବଶ୍ୟକ। ଏମ୍‌ଜେ ଆକବରଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଆକବରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପ୍ରତିକ୍ରିୟା ପଚରାଯିବାରୁ ସେ ଏହାକୁ ଏଡ଼ାଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe