ଦାତି ମହାରାଜ ବିରୋଧରେ ସିବିଆଇ ମାମଲା

ଦାତି ମହାରାଜ ବିରୋଧରେ ସିବିଆଇ ମାମଲା

BBC

ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜ ବିରୋଧରେ ଆଜି ସିବିଆଇ ମାମଲା ରୁଜୁ କରିଛି। ଦକ୍ଷିଣ ଦିଲ୍ଲୀରେ ଏକ ଆଶ୍ରମ ପରିଚାଳନା କରୁଥିବା ଦାତି ମହାରାଜ ଆଶମ୍ରରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଉକ୍ତ ମାମଲାରେ ତଦନ୍ତ ଆରମ୍ଭ କରିଥିବା‌େବଳେ ଆଜି ଦାତି ମହାରାଜଙ୍କ ବି‌େରାଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe