ବ୍ୟାଙ୍କ ଠକେଇ ମାମଲାକୁ ନେଇ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲରେ ସିବିଆଇ ଚଢ଼ାଉ

ବ୍ୟାଙ୍କ ଠକେଇ ମାମଲାକୁ ନେଇ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲରେ ସିବିଆଇ ଚଢ଼ାଉ

thehindu

ନୂଆଦିଲ୍ଲୀ: ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲର କାର୍ଯ୍ୟାଳୟ ଏବଂ ଏହାର ନିର୍ଦ୍ଦେଶକ ଓ ସହଯୋଗୀମାନଙ୍କ ବାସଭବନରେ ଶନିବାର ସିବିଆଇ ଚଢ଼ାଉ କରିଛି। ଜାତୀୟ ଗଣମାଧ୍ୟମ ଏଏନ୍‌ଆଇ ପକ୍ଷରୁ ପ୍ରକାଶ, ୨, ୩୪୮ କୋଟି ଟଙ୍କାର ଏକ ବ୍ୟାଙ୍କ ଠକେଇ ମାମଲାକୁ ନେଇ ସିବିଆଇ ଏହି ଚଢ଼ଉ କରିଛି। ସିବିଆଇ ଦିଲ୍ଲୀ-ଏନ୍‌ସିଆର, ଚଣ୍ଡିଗଡ଼, କୋଲକାତା, ଓଡ଼ିଶାସ୍ଥିତ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍‌  କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe