ସୋନାଲି ଫୋଗଟ ମୃତ୍ୟୁ ମାମଲାର ତଦନ୍ତ ଭାର ଗ୍ରହଣ କଲା ସିବିଆଇ

ସୋନାଲି ଫୋଗଟ ମୃତ୍ୟୁ ମାମଲାର ତଦନ୍ତ ଭାର ଗ୍ରହଣ କଲା ସିବିଆଇ

The Indian Express

ନୂଆଦିଲ୍ଲୀ : ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ତଦନ୍ତ ଭାର ଆଜି ସିବିଆଇ ଗ୍ରହଣ କରିଛି ଏବଂ ଉକ୍ତ ମାମଲାରେ ସିବିଆଇ ପୁନର୍ବାର ଏତଲା ରୁଜୁ କରିଛି। ଖୁବ୍‌ଶୀଘ୍ର ସିବିଆଇ ଟିମ୍‌ ଗୋଆରେ ପହଞ୍ଚି ଉକ୍ତ ମାମଲାରେ ତଥ୍ୟ ସଂଗ୍ରହ କରିବେ ଏବଂ ସ୍ଥାନୀୟ ପୁଲିସ ଅଧିକାରୀ ଓ ଫୋଗଟଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ କଥାବାର୍ତ୍ତା କରିବେ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ଦିନ ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe