୧୦ମ ଏବଂ ଦ୍ୱାଦଶ ଶ୍ରେଣୀର କେବଳ ୨୯ଟି ବିଷୟ ପାଇଁ ପରୀକ୍ଷା କରିବ ସିବିଏସଇ : କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ

Advertisment
୧୦ମ ଏବଂ ଦ୍ୱାଦଶ ଶ୍ରେଣୀର କେବଳ ୨୯ଟି ବିଷୟ ପାଇଁ ପରୀକ୍ଷା କରିବ ସିବିଏସଇ : କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ

Times of India - Indiatimes.com

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି | କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ୨୯ଟି ମୁଖ୍ୟ ବିଷୟରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ପରୀକ୍ଷା ଦେବେ  ବୋଲି କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶାଙ୍କ’ ବୁଧବାର ଘୋଷଣା କରିଛନ୍ତି।

CBSE to conduct class 10, 12 exams for only 29 main subjects: HRD ... Deccan Herald

“କେବଳ ୨୯ଟି ମୁଖ୍ୟ ବିଷୟ ପାଇଁ ବୋର୍ଡ ପରୀକ୍ଷା କରିବାକୁ ସିବିଏସଇକୁ ପରାମର୍ଶ ଦିଆଯାଇଛି, ଯାହା ବଡ ବଡ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ | ଯେତେବେଳେ ସିବିଏସଇ ବୋର୍ଡ ପରୀକ୍ଷା କରିବା ସ୍ଥିତିରେ ପହଂଚିଯିବ, ସେ ସମୟରେ କେବଳ ୨୯ଟି ମୁଖ୍ୟ ବିଷୟ ପାଇଁ ବୋର୍ଡ ପରୀକ୍ଷା କରିବ | ବାକି ବିଷୟଗୁଡିକ ପାଇଁ ସିବିଏସ୍ଇ ବୋର୍ଡ ପରୀକ୍ଷା କରିବ ନାହିଁ ଏବଂ ଉତ୍ତର ଖାତାର ଶୀଘ୍ର ମୂଲ୍ୟାଙ୍କନ କରାଯିବ ବୋଲି ସେ କହିଛନ୍ତି। ଭାରତରେ ବର୍ତ୍ତମାନ କରନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe