ଦେଶର ପ୍ରଥମ ଭୋଟରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସିଇସି ରାଜୀବ କୁମାର

Advertisment
ଦେଶର ପ୍ରଥମ ଭୋଟରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସିଇସି ରାଜୀବ କୁମାର

pib.gov.in

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଶନିବାର ଦିନ ଦେଶର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ହିମାଚଳପ୍ରଦେଶ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଶ୍ରଦ୍ଧା‌ଞ୍ଜଳି ଅର୍ପଣ କରିଛନ୍ତି। ଶ୍ୟାମ ସରନ ନେଗିଙ୍କର ଗତ ନଭେମ୍ବର ୨ରେ ୧୦୬ ବର୍ଷ ବୟସରେ ପରଲୋକ ହୋଇଛି। ନେଗି ୧୯୫୧ରୁ ଲଗାତାର ଭାବେ ଭୋଟ୍‌ ଦେଇ ଆସିଛନ୍ତି। ଗତ ୨ ତାରିଖରେ ମଧ୍ୟ ସେ ତାଙ୍କ ପୋଷ୍ଟାଲ ଭୋଟ୍‌ ଦେବାର ୨ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe