ନୂଆଦିଲ୍ଲୀ : ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ସକିଲ୍ର ଘନିଷ୍ଠ ସହଯୋଗୀ ଆଫ୍ରୋଜ୍ ୱାଦାରିୟା ଓରଫ୍ ଅହମଦ ରାଜାକୁ ଆଜି ମୁମ୍ବାଇ ପୁଲିସ ମୁମ୍ବାଇରୁ ଗିରଫ କରିଛି। ଏହାଦ୍ବାରା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ସକିଲ୍ ଏବଂ ଦାଉଦ୍ ଇବ୍ରାହିମ୍ ବିରୋଧରେ ତଦନ୍ତ ଅଧିକ ଜୋରଦାର ହେବ ବୋଲି ଜଣାପଡ଼ିଛି।
ଛୋଟା ସକିଲ୍ର ସହଯୋଗୀ ଗିରଫ
Advertisment
Follow Us