ରିଅଲିଟି ସୋ ଉପରେ ପ୍ରତିବନ୍ଧକ ଲଗାଇଲା ଚୀନ୍‌

Advertisment
ରିଅଲିଟି ସୋ ଉପରେ ପ୍ରତିବନ୍ଧକ ଲଗାଇଲା ଚୀନ୍‌

RTE

ବେଜିଂ : ଚୀନ୍‌ ରିଅଲିଟି ଟ୍ୟାଲେଣ୍ଟ ସୋ ଉପରେ ଆଜି ପ୍ରତିବନ୍ଧକ ଲଗାଇଛି। ଅଧିକ ସାହସୀ ଓ ଦେଶର କଲ୍ୟାଣରେ ନିୟୋଜିତ ଯୁବବର୍ଗଙ୍କୁ ନେଇ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ପ୍ରସାରକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅପସଂସ୍କୃତି ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୀନ୍‌ ସରକାର କହିଛନ୍ତି ଯେ, ଟ୍ୟାଲେଣ୍ଟ ସୋକୁ ନେଇ ଯୁବବର୍ଗ ପଥଭ୍ରଷ୍ଟ ହେଉଛନ୍ତି। ବିଭିନ୍ନ ରିଅଲିଟି ସୋ ପ୍ରଦର୍ଶିତ କରିବା ବଦଳରେ ଉତ୍କୃଷ୍ଟ ପାରମ୍ପରିକ ଚୀନୀ ସଂସ୍କୃତି ଏବଂ ଉନ୍ନତ ସମାଜବାଦୀ ସଂସ୍କୃତିକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଚୀନ୍‌ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe