ନୂଆଦିଲ୍ଲୀ : ଚୀନ୍ ପୂର୍ବ ଲଦାଖ ସୀମାରେ ପୁଣି ଉତ୍ତେଜନା ବଢ଼ାଇବାରେ ଲାଗିଛି। ଗତ ଦୁଇ ଦିନ ଭିତରେ ଚୀନ୍ ଏହି ଅଂଚଳରେ ଅଚାନକ ଯୁଦ୍ଧ ବିମାନ ମୁତୟନ ବଢ଼ାଇ ଦେଇଛି ଏବଂ ପୂର୍ବ ତୁଳତାରେ ଏହାକୁ ଦୁଇଗୁଣ କରିଥିବା ରିପୋର୍ଟ ମିଳିଛି। ସୀମାରେ ଚୀନ୍ ନିଜର ମୁଖ୍ୟ ସେନା ଘାଟିରେ ଯୁଦ୍ଧ ବିମାନ ବଢ଼ାଇବା ପରେ ଭାରତ ମଧ୍ୟ ସତର୍କତା ପଦକ୍ଷେପ ବଢ଼ାଇ ଦେଇଛି। ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ସୀମାରେ ଚୀନ୍ର ଗତିବିଧି ଉପରେ ସତର୍କ ନଜର ରଖିଛନ୍ତି।
ଲଦାଖ ସୀମାରେ ଉତ୍ତେଜନା ବଢ଼ାଉଛି ଚୀନ୍, ଯୁଦ୍ଧ ବିମାନ ମୁତୟନ ଦୁଇଗୁଣ କଲା
Advertisment
Follow Us