ଚୀନ୍‌ ଆକାଶ ସୀମାକୁ ପଶି ଯାଇଥିବା ଭାରତୀୟ ଡ୍ରୋନ୍‌କୁ ଖସାଇ ଦିଆଯାଇଛି

ଚୀନ୍‌ ଆକାଶ ସୀମାକୁ ପଶି ଯାଇଥିବା ଭାରତୀୟ ଡ୍ରୋନ୍‌କୁ ଖସାଇ ଦିଆଯାଇଛି

Representative Image Courtesy of TOI

ବେଜିଙ୍ଗ: ଚୀନ୍‌ର ଆକାଶ ସୀମାକୁ ପ୍ରବେଶ କରିଥିବା ଏକ ଭାରତୀୟ ଡ୍ରୋନ୍‌କୁ ଖସାଇ ଦିଆଯାଇଛି। ଗୁରୁବାର ଦିନ ଏ କଥା କହିଛି ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ଜିନ୍‌ହୁଆ।

ଚୀନ୍‌ର ସୀମାନ୍ତ ସୈନ୍ୟମାନେ ସେ ଯନ୍ତ୍ରଟିକୁ ଚିହ୍ନଟି କରି ଯାଞ୍ଚ କରିଥିଲେ। ଭାରତର ଏ ଭଳି କାର୍ଯ୍ୟ ଚୀନ୍‌ର ସୀମାରେଖା ସାର୍ବଭୌମତ୍ୱ ଉଲ୍ଲଂଘନ କରିଥିବାରୁ ଚୀନ୍‌ର ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ବିରୋଧ କରିଥିଲେ।

କେତେବେଳେ ଏବଂ କେଉଁଠି ଏହି ଘଟଣା ଘଟିଥିଲା ତାହା ଉଲ୍ଲେଖ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe