୨ ମାସ ହେଲା ନିଖୋଜ ଅଛନ୍ତି ଚୀନର ଏହି ମନ୍ତ୍ରୀ

ଚୀନର ପ୍ରଯୁକ୍ତିମନ୍ତ୍ରୀ ଜିନ୍ ଜୁଆଙ୍ଗଲଙ୍ଗ ଦୁଇ ମାସ ହେଲା ନିଖୋଜ ଅଛନ୍ତି। ଡିସେମ୍ବର ପରଠାରୁ ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି। ଏବେ ତାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି।

ଅଦ୍ୟତନ ହୋଇଛି
c

ବେଜିଂ: ଚୀନର ପ୍ରଯୁକ୍ତିମନ୍ତ୍ରୀ ଜିନ୍ ଜୁଆଙ୍ଗଲଙ୍ଗ ଦୁଇ ମାସ ହେଲା ନିଖୋଜ ଅଛନ୍ତି। ଡିସେମ୍ବର ପରଠାରୁ ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି। ଏବେ ତାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିଖୋଜ ହେବା ପୂର୍ବରୁ ଜୁଆଙ୍ଗଲଙ୍ଗ ନିୟମିତ ଭାବେ ସରକାରୀ ବୈଠକରେ ଯୋଗ ଦେଉଥିଲେ, ସାମ୍ବାଦିକ ସମ୍ମିଳନୀ କରୁଥିଲେ ଏବଂ ଏପରିକି ଚୀନପ୍ରଧାନମନ୍ତ୍ରୀ ଲି’ କିଆଙ୍ଗଙ୍କ ସହ ଗସ୍ତରେ ଯାଉଥିଲେ। ତାଙ୍କ ହଠାତ୍ ନିଖୋଜ ହେବା ପଛରେ ବ୍ୟକ୍ତିଗତ କାରଣ ଥାଇପାରେ, କିନ୍ତୁ ଚୀନରେ ସରକାରୀ ଅଧିକାରୀମାନେ ଜନସାଧାରଣଙ୍କଠାରୁ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବାର ଏକ ନିର୍ଦ୍ଦିଷ୍ଟ ଅର୍ଥ ରହିଛି: ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିଖୋଜ ହେବା ପୂର୍ବରୁ ଜୁଆଙ୍ଗଲଙ୍ଗ ନିୟମିତ ଭାବେ ସରକାରୀ ବୈଠକରେ ଯୋଗ ଦେଉଥିଲେ, ସାମ୍ବାଦିକ ସମ୍ମିଳନୀ କରୁଥିଲେ ଏବଂ ଏପରିକି ଚୀନ ପ୍ରଧାନମନ୍ତ୍ରୀ ଲି’ କିଆଙ୍ଗଙ୍କ ସହ ଗସ୍ତରେ ଯାଉଥିଲେ। ତାଙ୍କ ହଠାତ୍ ନିଖୋଜ ହେବା ପଛରେ ବ୍ୟକ୍ତିଗତ କାରଣ ଥାଇପାରେ, କିନ୍ତୁ ଚୀନରେ ସରକାରୀ ଅଧିକାରୀମାନେ ଜନସାଧାରଣଙ୍କଠାରୁ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବାର ଏକ ନିର୍ଦ୍ଦିଷ୍ଟ ଅର୍ଥ ରହିଛି: ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସରକାରୀ ରେକର୍ଡରୁ ଜଣାଯାଏ ଯେ ଜୁଆନଲୋଙ୍ଗର ଶେଷ ସାର୍ବଜନୀନ ଉପସ୍ଥିତି ଡିସେମ୍ବର ୨୭, ୨୦୨୪ରେ ହୋଇଥିଲା। ସେହିଦିନ ସେ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ସି ଜିନପିଙ୍ଗଙ୍କ ନୂତନ ଶିଳ୍ପାୟନ ନୀତିକୁ ପ୍ରଶଂସା କରାଯାଇଥିଲା । ଏହାପରେ ଜାନୁଆରୀ ଓ ଫେବ୍ରୁଆରି ରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଅନୁପସ୍ଥିତ ରହିଥିଲେ। ଜାନୁଆରିରେ ବରିଷ୍ଠ ଅଧିକାରୀଙ୍କ ବୈଠକ ଓ ଫେବ୍ରୁଆରିରେ ରାଜ୍ୟ ପରିଷଦ ବୈଠକରେ ଯୋଗଦେବାର ଥିଲା, କିନ୍ତୁ ସେ ଆସିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe