ଏଲ୍‌ଏସି‌ରେ ଚୀନ୍‌ ସେନାର ଉପସ୍ଥିତି ଭାରତ ପାଇଁ ଚ୍ୟାଲେଞ୍ଜ: ଜୟଶଙ୍କର

Advertisment
ଏଲ୍‌ଏସି‌ରେ ଚୀନ୍‌ ସେନାର ଉପସ୍ଥିତି ଭାରତ ପାଇଁ ଚ୍ୟାଲେଞ୍ଜ: ଜୟଶଙ୍କର

Rediff.com

ନୂଆଦିଲ୍ଲୀ : ଲଦାଖ ସୀମାରେ ସଶସ୍ତ୍ର ଚୀନ୍‌ ସେନା ଉପସ୍ଥିତି ଭାରତ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଅତୀତରେ ଉଭୟ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଦୁଇ ଦେଶର ରାଜନୈତିକ ସମ୍ପର୍କକୁ ପ୍ରଭାବିତ କରିଛି ବୋଲି ଏସିଆ ସୋସାଇଟିର ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଜୟଶଙ୍କର କହିଛନ୍ତି। ଏଲ୍‌ଏସିରେ ପ୍ରାୟ ୬୦ ହଜାର ଚୀନ୍‌ ସେନା ଅସ୍ତ୍ରଶସ୍ତ୍ର ସହ ଉପସ୍ଥିତ ଅଛନ୍ତି। ଏହା ଭାରତ ପାଇଁ ଏକ ନିରାପତ୍ତା ଚ୍ୟାଲେଞ୍ଜ ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe