ଶୀଶ ମହଲ’ରେ ରହିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନ୍ୟମନ୍ତ୍ରୀମାନେ କେଉଁଠି ରହିବେ ସେ ନେଇ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବେ, କାରଣ ପିଡବ୍ଲ୍ୟୁଡି ବିଭାଗ ଅଧିକାରୀଙ୍କ ବାସଭବନ ଚୂଡ଼ାନ୍ତ କାର୍ଯ୍ୟ ଶେଷ ହେବାକୁ ଯାଉଛି ।

seesh

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନ୍ୟମନ୍ତ୍ରୀମାନେ କେଉଁଠି ରହିବେ ସେ ନେଇ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବେ, କାରଣ ପିଡବ୍ଲ୍ୟୁଡି ବିଭାଗ ଅଧିକାରୀଙ୍କ ବାସଭବନ ଚୂଡ଼ାନ୍ତ କାର୍ଯ୍ୟ ଶେଷ ହେବାକୁ ଯାଉଛି ।

ଦିଲ୍ଲୀ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୩ରୁ ୪ଟି ବଙ୍ଗଳା ଚୟନ କରାଯାଇଛି। ଏହି ତିନିରୁ ଚାରିଟି ବଙ୍ଗଳା ମଧ୍ୟରୁ ଗୋଟିଏ ହେବ ଯେଉଁଠାରେ ନୂତନ ସିଏମ ରେଖା ଗୁପ୍ତା ରହିବେ । ତେବେ କୌଣସି ବଙ୍ଗଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସହମତି ହୋଇନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ ଚୂଡ଼ାନ୍ତ ହୋଇଥିବା ଏସବୁ ବଙ୍ଗଳା ମଧ୍ୟରେ କେଜ୍ରିଓ୍ବାଲଙ୍କ କୁଖ୍ୟାତ ଶୀଶ ମହଲ ନାହିଁ । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୀଶ ମହଲରେ ରହିବେ ନାହିଁ ।

ଦିଲ୍ଲୀ ପୂର୍ତ୍ତ ବିଭାଗ ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୩ରୁ ୪ଟି ବଙ୍ଗଳା ଚୟନ କରାଯାଇଛି। ଏହି ତିନିରୁ ଚାରିଟି ବଙ୍ଗଳା ମଧ୍ୟରୁ ଗୋଟିଏରେ ନୂତନ ସିଏମ ରେଖା ଗୁପ୍ତା ରହିବେ । ତେବେ କୌଣସି ବଙ୍ଗଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସହମତି ହୋଇନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ ଚୂଡ଼ାନ୍ତ ହୋଇଥିବା ଏସବୁ ବଙ୍ଗଳା ମଧ୍ୟରେ କେଜ୍ରିଓ୍ବାଲଙ୍କ କୁଖ୍ୟାତ ଶୀଶ ମହଲ ନାହିଁ । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୀଶ ମହଲରେ ରହିବେ ନାହିଁ ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ରେଖା ଗୁପ୍ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆତିଶୀଙ୍କୁ ମଧ୍ୟ ସମାନ ସୁରକ୍ଷା ଦିଆଯାଇଥିଲା। ପିଡବ୍ଲ୍ୟୁଡି ଅଧିକାରୀଙ୍କ କହିବା ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଖୁବଶୀଘ୍ର ସରକାରୀ ଆବାସ ଆବଣ୍ଟନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe