କୋଷ୍ଟାରିକାରେ ବିମାନ ଦୁର୍ଘଟଣା, ୧୦ ଆମେରିକୀୟ ସମେତ ୧୨ ମୃତ

କୋଷ୍ଟାରିକାରେ ବିମାନ ଦୁର୍ଘଟଣା, ୧୦ ଆମେରିକୀୟ ସମେତ ୧୨ ମୃତ

ପ୍ରତୀକାତ୍ମକ ଫଟୋ

ସାନଜୋସ୍‌ : କୋଷ୍ଟାରିକା ଗୁଆନାକାଷ୍ଟା ଅଞ୍ଚଳରେ ଏକ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଘଟି ବିମାନରେ ଥିବା ସମସ୍ତ ୧୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ଆମେରିକୀୟ ଥିବା ବେଳେ ଅନ୍ୟ ଦୁଇ ଜଣ ବିମାନ ପରିଚାଳନା କର୍ମୀ ଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଏଯାବତ୍‌ ମିଳି ପାରଥିବା ବେଳେ ସେନେଇ ତଦନ୍ତ ଜାରି ରହିଛି। ସରକାରଙ୍କ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ବିମାନ ଏବଂ ଦୁର୍ଘଟଣାସ୍ଥଳର ଏକ ଭିଡିଓ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe