କେରଳରେ ଗୋଷ୍ଠୀ ସଂକ୍ରମଣ: ମୁଖ୍ୟମନ୍ତ୍ରୀ

Advertisment
କେରଳରେ ଗୋଷ୍ଠୀ ସଂକ୍ରମଣ: ମୁଖ୍ୟମନ୍ତ୍ରୀ

The Week

ତିରୁଅନନ୍ତପୁରମ୍ : କେରଳ‌େର ଗୋଷ୍ଠୀ ସଂକ୍ରମଣ ହୋଇଥିବା ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ ତିରୁଅନନ୍ତନୁରମ୍‌ର ୨ଟି ଉପକୂଳ ଅଞ୍ଚଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣର ଚେନ୍‌ ଭାଙ୍ଗିବାପାଇଁ ଉପକୂଳ ଅଞ୍ଚଳ ଉପରେ ଫୋକସ୍‌ କରାଯାଉଛି। ମେ’ ମାସ ସୁଦ୍ଧା କେରଳରେ ସକ୍ରିୟ ମାମଲା ୧୦୦ରୁ କମ୍‌ ଥିଲା। କିନ୍ତୁ ଗତ କିଛି ସପ୍ତାହ ମଧ୍ୟରେ ସଂକ୍ରମଣ ବଢ଼ି ଯାଇଛି। ରାଜ୍ୟରେ ମୋଟ୍‌ ସଂକ୍ରମଣ ମାମଲା ଏବେ ୧୧ ହଜାର ଟପିଥିବାବେଳେ ସକ୍ରିୟ ମାମଲା ୬ ହଜାରରୁ ଅଧିକ ରହୁଛି। ଶୁକ୍ରବାର କେରଳରେ ସର୍ବାଧକ ୭୯୦ ନୂଆ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe