ଅହମଦାବାଦ୍ ଗୁଜରାଟ କଂଗ୍ରେସରେ ଏବେ ସଙ୍କଟ ବଢ଼ିଛି। ନିକଟରେ କୁଅଁରଜୀ ଭାଇ ବାଭଲିଆ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ଆଜି ପୁଣି ଜଣେ ବିଧାୟକ ଦଳ ଛାଡ଼ି ଦେଇଛନ୍ତି। ଉଁଝା ବିଧାୟିକା ଉଷାବେନ୍ ପଟେଲ୍ ଆଜି ତାଙ୍କ ପଦରୁ ଇସ୍ତଫା ଦେବା ସହ ଦଳ ଛାଡ଼ିଛନ୍ତି। କିନ୍ତୁ ସେ ବିଜେପିରେ ଯୋଗ ଦେବେନାହିଁ ବୋଲି କହିଛନ୍ତି।
ତେଜିଲା ଗୁଜରାଟ କଂଗ୍ରେସ କନ୍ଦଳ, ଆଉ ଜଣେ ବିଧାୟିକାଙ୍କ ଇସ୍ତଫା
Advertisment
Follow Us