ଇଡିରେ ହାଜର ହେଲେ କଂଗ୍ରେସ ନେତା ଶିବକୁମାର

Advertisment
ଇଡିରେ ହାଜର ହେଲେ କଂଗ୍ରେସ ନେତା ଶିବକୁମାର

Live Law

ନୂଆଦିଲ୍ଲୀ : କଂଗ୍ରେସ ଦଳ ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବାବେଳେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟ୍ୟକ୍ଷ ଡିକେ ଶିବକୁମାର ସୋମବାର ଦିନ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି। ଗତ ୧୫ ତାରିଖରେ ତାଙ୍କୁ ସମନ କରାଯାଇଥିଲା।

ଅନ୍ୟପକ୍ଷେ ଆଜିର ଜେରାକୁ ନେଇ ଶିବକୁମାର ଟ୍ବିଟ କରି କହିଛନ୍ତି ଯେ ସେ ଇଡିକୁ ସଂପୂର୍ଣ୍ଣ ସହଯୋଗ କରୁଥିଲେ ମଧ୍ୟ ଭାରତ ଯୋଡ଼ୋ ଯାତ୍ରା ଏବଂ ବିଧାନସଭା ଅଧିବେଶନ ସମୟରେ ଇଡି ଦ୍ବାରା ବାରମ୍ବାର ସମନ ହେବା ଫଳରେ ସେ ନିଜ ସାମ୍ବିଧାନିକ ତଥା ରାଜନୈତିକ କର୍ତ୍ତବ୍ୟ ପାଳନରେ ଅବହେଳିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe