କଂଗ୍ରେସ ନେତୃବୃନ୍ଦ କିଛି ଶିଖି ପାରିବେନି: ଅମରିନ୍ଦର

Advertisment
କଂଗ୍ରେସ ନେତୃବୃନ୍ଦ କିଛି ଶିଖି ପାରିବେନି: ଅମରିନ୍ଦର

Image Courtesy of Zee News

ନୂଆଦିଲ୍ଲୀ : ପଂଜାବରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା ଗତକାଲି କଂଗ୍ରେସର କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କୁ ଦାୟୀ କରିଥିଲେ। ଅମରିନ୍ଦର ଏହାର କଡ଼ା ଜବାବ ଦେଇଛନ୍ତି। ଅମରିନ୍ଦର କହିଛନ୍ତି, କଂ‌‌‌ଗ୍ରେସ ନେତୃବୃନ୍ଦମାନେ କେବେ କିଛି ଶିଖିପାରିବେନି। ସେ କହିଛନ୍ତି, ୟୁପିରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ମଣିପୁର, ‌ଗୋଆ ଏବଂ ଉତ୍ତରାଖଣ୍ଡରେ କ’ଣ ହେଲ‌ା‌ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe