କଂଗ୍ରେସର ସୋସିଆଲ୍ ମିଡିଆ ସେଲ୍ ମୁଖ୍ୟଙ୍କ ଇସ୍ତଫା

Advertisment
୨୫ରେ ମହିଳା କଂଗ୍ରେସର ସ୍ବାଭିମାନ ସ˚କଳ୍ପ ସମାବେଶ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୧୯ ପୂର୍ବରୁ କଂ‌େଗ୍ରସକୁ ଆଜି ଝଟ୍‌କା ଲାଗିଛି। କଂଗ୍ରେସର ସୋସିଆଲ୍ ମିଡିଆ ସେଲ୍ ମୁଖ୍ୟ ଦିବ୍ୟା ସ୍ପନ୍ଦନା ଓରଫ ରମ୍ୟା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଗକୁ ୪ଟି ରାଜ୍ୟରେ ବିଧାନସଭା ସାଙ୍ଗକୁ ‌୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଚଳାଇଥିବା ବେଳେ ରମ୍ୟାଙ୍କ ଏଭଳି ନିଷ୍ପତ୍ତି ଦଳ ପାଇଁ ଖରାପ ସାବ୍ୟସ୍ତ ହୋଇଛି। ସୂତ୍ର ମୁତାବକ ରମ୍ୟା ନିଜ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଗତ ୩ ଦିନ ହେଲା ରମ୍ୟା କାର୍ଯ୍ୟାଳୟରେ ଯୋଗଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe