ଆମେରିକୀୟ ସଂସ୍ଥାର ଭୟ ସୃଷ୍ଟିକାରୀ ଭବିଷ୍ୟବାଣୀ : ସେପ୍‌ଟେମ୍ବର ସୁଦ୍ଧା ଭାରତରେ ୧୧୧ କୋଟି ଲୋକ କରୋନା ସଂକ୍ରମିତ ହେବେ

Advertisment
ଚୀନ‌ର ସାଣ୍ତଙ୍ଗ ବିଶ୍ବବିଦ୍ୟାଳୟର ଦାବି : କରୋନାଭୂତାଣୁର ସୃଷ୍ଟି ପ୍ରାକୃତିକ, କୃତ୍ରିମ ନୁହେଁ

image credit : biospace

ନ୍ୟୁୟର୍କ : ଆମେରିକାର ଏକ ସଂସ୍ଥା କରୋନା ଭାଇରସ୍‌ ସଂକ୍ରମଣ ନେଇ ଭାରତ ସଂପର୍କରେ ଭୟ ସୃଷ୍ଟିକାରୀ ଭବିଷ୍ୟବାଣୀ କରିଛି। ଆମେରିକାର ‘ସେଣ୍ଟର ଫର୍‌ ଡିସିଜ, ଡାୟନାମିକ୍ସ ଆଣ୍ଡ ଇକୋନମିକ୍‌ ପଲିସି (ସିଡିଡିଇପି) କହିଛି ଯେ ସେପ୍‌ଟେମ୍ବର ଶେଷ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୧ କୋଟିରେ ପହଞ୍ଚିବ। କଠୋର ଲକ୍‌ଡାଉନ୍‌ ଜାରି ରହିଲେ ବି ସ୍ଥିତି ଏଭଳି ହେବ ବୋଲି କୁହାଯାଇଛି। ତେବେ ରିପୋର୍ଟରେ କୁହାଯାଇଛି ଏହି ତଥ୍ୟ କେବଳ ଅନୁମାନ ଉପରେ ଆଧାରିତ ଏବଂ ଏହା ସଂପୂର୍ଣ୍ଣ ଭୁଲ୍‌ ସାବ୍ୟସ୍ତ ମଧ୍ୟ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe