ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ: କରୋନା ମହାମାରୀ ବେଳେ ସ୍କୁଲ ଫି’ ବଢ଼ାଇ ପାରିବେନି

Advertisment
ନବମ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଅବଧି ୧୮ ପର୍ଯ୍ୟନ୍ତ ବୃଦ୍ଧି

ANI Photo

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ କୌଣସି ସ୍କୁଲ୍‌ ଫି’ ବଢ଼ାଇ ପାରିବେନି ବୋଲି ଦିଲ୍ଲୀ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ସମୟରେ ଯଦି କୌଣସି ସ୍କୁଲ୍‌ ଫି’ ବୃଦ୍ଧି କରନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ଦିଲ୍ଲୀର ଚାଣକ୍ୟପୁରୀର ଏକ ସ୍କୁଲ୍‌ ଫି ବୃଦ୍ଧି କରିଥିବା ଘଟଣା ନଜରକୁ ଆସିବା ପରେ ଦିଲ୍ଲୀ ସରକାର ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯଦି କୌଣସି ସ୍କୁଲ ଫି ବୃଦ୍ଧି କରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟା‌ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe