ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କୁ କରୋନା

Advertisment
ଯୁଦ୍ଧକୁ ନେଇ ଇସ୍ରାଏଲକୁ ସତର୍କ କରାଇଲେ ବାରାକ୍ ଓବାମା

Image Courtesy of India Today

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବ‌ାରାକ୍‌ ଓବାମା କରୋନା ସଂକ୍ରମିତ ହୋଇଛନ୍ତି। ଗତ କିଛି ଦିନ ଧରି ଓବାମାଙ୍କ ଗଳା‌ ସଂକ୍ରମଣ ହୋଇଛି। କରୋନା ‌ଟେଷ୍ଟ୍‌ କରିବାପରେ ରିପୋର୍ଟ ପଜିଟିଭ୍‌ ଆସିଛି। ଏକ ଟ୍ବିଟ୍‌ କରି ଓବାମା କରୋନା ସଂକ୍ରମିତ ହୋଇଥିବା କହିଛନ୍ତି। ଓବାମାଙ୍କ ପତ୍ନୀ ମିସେଲ୍‌ ଓବାମାଙ୍କ ରିପୋର୍ଟ ‌ନେଗେଟିଭ୍‌ ଆସିଛି। ଓବାମା କହିଛନ୍ତି, ସଂକ୍ରମଣ କମିଥିଲେ ସୁଦ୍ଧା ଲୋକମାନେ କରୋନା ଟିକା ନେବା ଜରୁରୀ। ଓବାମାଙ୍କ ଟ୍ବିଟ୍‌ର ଉତ୍ତର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe