ଭାରତରେ କରୋନାଭାଇରସ୍: ୧୨୩୮୦ ଆକ୍ରାନ୍ତ, ୧୪୮୮ ସୁସ୍ଥ ଓ ୪୧୪ ମୃତ

ଭାରତରେ କରୋନାଭାଇରସ୍: ୧୨୩୮୦ ଆକ୍ରାନ୍ତ, ୧୪୮୮ ସୁସ୍ଥ ଓ ୪୧୪ ମୃତ

ନୂଆଦିଲ୍ଲୀ: ଏପ୍ରିଲ୍ ୧୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୨୩୮୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୧୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୪ ଜଣ, ଆସାମରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୩୨ ଜଣ, ଗୁଜରାଟରେ ୩୩ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୪ ଜଣ, ଝାଡ଼ଖଣ୍ଡରେ ୨ ଜଣ କର୍ଣ୍ଣାଟକରେ ୧୨ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୫୩ ଜଣ, ମହାରାଷ୍ଟ୍ରରେ ୧୮୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୩ ଜଣ, ରାଜସ୍ଥାନରେ ୩ ଜଣ, ତାମିଲନାଡୁରେ ୧୪ ଜଣ, ତେଲେଙ୍ଗାନାରେ ୧୮ ଜଣ, ଉତ୍ତରପ୍ରଦେଶରେ ୧୧ ଜଣ ଏବଂ ପଶ୍ଚମବଙ୍ଗରେ ୭ ଜଣ ।

publive-image Image Source: Zee News

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୧), ଆନ୍ଧ୍ରପ୍ରଦେଶ (୫୨୫), ଅରୁଣାଚଳ ପ୍ରଦେଶ (୧), ଆସାମ (୩୩), ବିହାର (୭୦), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୩), ଦିଲ୍ଲୀ (୧୫୭୮), ଗୋଆ (୭), ଗୁଜରାଟ (୭୬୬), ହରିୟାଣା (୨୦୫), ହିମାଚଳ ପ୍ରଦେଶ (୩୫), ଜମ୍ମୁ ଓ କଶ୍ମୀର (୩୦୦), ଝାଡ଼ଖଣ୍ଡ (୨୮) କର୍ଣ୍ଣାଟକ (୨୭୯), କେରଳ (୩୮୮), ଲଦାଖ (୧୭), ମଧ୍ୟପ୍ରଦେଶ (୯୮୭), ମହାରାଷ୍ଟ୍ର (୨୯୧୬), ମଣିପୁର (୨), ମେଘାଳୟ (୭), ମିଜୋରାମ (୧), ଓଡ଼ିଶା (୬୦), ପୁଦ୍ଦୁଚେରୀ (୭), ପଞ୍ଜାବ (୧୮୬), ରାଜସ୍ଥାନ (୧୦୨୩), ତାମିଲନାଡୁ (୧୨୪୨), ତେଲେଙ୍ଗାନା (୬୪୭), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୭), ଉତ୍ତରପ୍ରଦେଶ (୭୩୫) ଓ ପଶ୍ଚିମବଙ୍ଗ (୨୩୧) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୦), ଆନ୍ଧ୍ରପ୍ରଦେଶ (୨୦), ବିହାର (୨୯), ଚଣ୍ଡିଗଡ଼ (୭), ଛତିଶଗଡ଼ (୧୭), ଦିଲ୍ଲୀ (୪୦), ଗୋଆ (୫), ଗୁଜରାଟ (୬୪), ହରିୟାଣା (୪୩), ହିମାଚଳ ପ୍ରଦେଶ (୧୬), ଜମ୍ମୁ ଓ କଶ୍ମୀର (୩୬), କର୍ଣ୍ଣାଟକ (୮୦), କେରଳ (୨୧୮), ଲଦାଖ (୧୦), ମଧ୍ୟପ୍ରଦେଶ (୬୪), ମହାରାଷ୍ଟ୍ର (୨୯୫), ମଣିପୁର (୧), ଓଡ଼ିଶା (୧୮), ପୁଦ୍ଦୁଚେରୀ (୧), ପଞ୍ଜାବ (୨୭), ରାଜସ୍ଥାନ (୧୪୭), ତାମିଲନାଡୁ (୧୧୮), ତେଲେଙ୍ଗାନା (୧୨୦), ଉତ୍ତରାଖଣ୍ଡ (୯), ଉତ୍ତରପ୍ରଦେଶ (୫୧) ଓ ପଶ୍ଚିମବଙ୍ଗ (୪୨) ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe