ସାଧାରଣ ପାସପୋର୍ଟ ଜାରି ପାଇଁ ଅଦାଲତ ରାହୁଲଙ୍କୁ ଏନ୍‌ଓସି ଦେଲେ

ସାଧାରଣ ପାସପୋର୍ଟ ଜାରି ପାଇଁ ଅଦାଲତ ରାହୁଲଙ୍କୁ ଏନ୍‌ଓସି ଦେଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ସାଂସଦ ପଦ ପାଇଁ ଅଯୋଗ୍ୟ ହେବା ପରେ ସେ ତାଙ୍କ କୂଟନୈତିକ ପାସପୋର୍ଟ ଦାଖଲ କରିଦେଇଥିଲେ। ଏହାପରେ ରାହୁଲଙ୍କୁ ସାଧାରଣ ପାସପୋର୍ଟ ଜାରି କରିବା ଲାଗି ରାଉଜ୍ ଏଭେନ୍ୟୁ କୋର୍ଟ ଏନଓସି ବା ଆପତ୍ତିବିହୀନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ତେବେ ତାଙ୍କୁ ୩ ବର୍ଷ ପାଇଁ ଏହା ପ୍ରଦାନ କରାଯାଇଛି। ରାହୁଲଙ୍କ ଆଇନଜୀବୀଙ୍କୁ ବିଚାରପତି କହିଛନ୍ତି, ୧୦ ବର୍ଷ ପରିବର୍ତ୍ତେ ୩ ବର୍ଷ ପାଇଁ ପାସପୋର୍ଟ ଜାରି ଲାଗି ମୁଁ ଅନୁମତି ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe