କୋଭିଡ୍-୧୯: ୫ ବର୍ଷରୁ କମ୍ ପିଲାଙ୍କୁ ଆମେରିକାରେ ଟିକାଦାନ ଆରମ୍ଭ

Advertisment
ଭ୍ୟାକ୍ସିନ୍‌ର ଅତ୍ୟଧିକ ମାତ୍ରା ଯୋଗୁଁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

Image Courtesy of Reuters

ୱାଶିଂଟନ: ମଙ୍ଗଳବାର ଆମେରିକୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛନ୍ତି। ଛଅ ମାସ ପରି କୋମଳ ବୟସର ଶିଶୁଙ୍କୁ ନିରାପଦ ଓ ସଫଳ ଟିକା ଦେବାରେ ଆମେରିକା ପ୍ରଥମ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ଗତ ସପ୍ତାହରେ ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ)ର ବିଶେଷଜ୍ଞ କମିଟି ୫ ବର୍ଷରୁ କମ୍ ପିଲାମାନଙ୍କୁ ଫାଇଜର ଓ ମଡର୍ଣ୍ଣା ଟିକା ପ୍ରଦାନ ପାଇଁ ସବୁଜ ସଂକେତ ଦେଇଥିଲା। ଛଅ ମାସରୁ ୫ ବର୍ଷ ବୟସର ପିଲାଙ୍କୁ ମଡର୍ଣ୍ଣାର ଦୁଇଟି ଏବଂ ଛଅ ମାସରୁ ୪ ବର୍ଷର ପିଲାଙ୍କୁ ଫାଇଜରର ତିନିଟି ଡୋଜ୍ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe