ଶ୍ରୀନଗର, : ଶ୍ରୀନଗରର ବାଟାମାଲୁ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇ ଯାଇଛନ୍ତି। ଆତଙ୍କବାଦୀମାନେ ସିଆରପିଏଫ୍ ପାଟ୍ରୋଲ୍ ପାର୍ଟି ଉପରକୁ ଆକ୍ରମଣ କରିଥିଲେ ଏବଂ ଅଚାନକ ଗୁଳିବର୍ଷାରେ ଜଣେ ଯବାନ ସହିତ ହୋଇଥିବା ରିପୋର୍ଟ ମିଳିଛି। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ସିଆରପିଏଫ୍ ଯବାନ ସହିଦ
Advertisment
Follow Us