ଗ୍ରାହକଙ୍କୁ ମିଳିବ ‘ମରାମତି ଅଧିକାର’

Advertisment
ଗ୍ରାହକଙ୍କୁ ମିଳିବ ‘ମରାମତି ଅଧିକାର’

TradeIT.guru

ନୂଆଦିଲ୍ଲୀ : ତ୍ରୁଟିଯୁକ୍ତ ଉତ୍ପାଦ ବଦଳରେ ନୂଆ ଉତ୍ପାଦ ନେବାକୁ ଗ୍ରାହକମାନଙ୍କୁ କେହି ବାଧ୍ୟ କରିପାରିବେନି। ସେଥିପାଇଁ ଗ୍ରାହକମାନଙ୍କୁ ମିଳିବ ସ୍ବତନ୍ତ୍ର ‘ମରାମତି ଅଧିକା‌ର’। ବଦଳରେ ନୂଆ ସାମଗ୍ରୀ ନନେଇ ତ୍ରୁଟିପୂର୍ଣ୍ଣ ସାମଗ୍ରୀର ମରାମତି କରିବାକୁ କଂପାନିକୁ ଗ୍ରାହକମାନେ କହିପାରିବେ। ଏଥିପାଇଁ ଏକ ନୂଆ ନରତି ପ୍ରସ୍ତୁତ କରାଯିବ।

ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ଯାହା ଏହି ନିୟମ ପ୍ରସ୍ତୁତି ଲାଗି ସୁପାରିସ ପ୍ରଦାନ କରିବ। ଏହି ନିୟମ ଆଣିବା ପଛର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଇ-ବର୍ଜ୍ୟ ହ୍ରାସ କରିବା ଏବଂ ଏକ ନିରନ୍ତର ଉତ୍ପାଦ ଧାରା ବିକଶିତ କରିବା। ଛଅ ସପ୍ତାହ ମଧ୍ୟରେ କମିଟି ଏହାର ରିପୋର୍ଟ ଦାଖଲ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe