ଖୁବ୍‌ଶୀଘ୍ର ସିଡବ୍ଲ୍ୟୁସି ବୈଠକ

Advertisment
କଂଗ୍ରେସର ଦୁଇଟି ଗୋଡ଼

Kashmir Reader

ନୂଆଦିଲ୍ଲୀ : ପଂଜାବରେ କଂଗ୍ରେସର ସଙ୍କଟ ଦିନକୁ ଦିନ ଜଟିଳ ହେଉଥିବାରୁ ଖୁବ୍‌ ଶୀଘ୍ର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ହେବ ବୋଲି ଜଣାପଡ଼ିଛି। ଦଳର ବରିଷ୍ଠ ନେତା କପିଲ ସିବଲ ଏବଂ ଅନ୍ୟ ନେତାମାନେ ସିଡବ୍ଲ୍ୟୁସି ବୈଠକ ପାଇଁ ଦାବି କରିବାପରେ ଦଳ ଏଭଳି ନିଷ୍ପତ୍ତି ନେଇଛି। ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା କହିଛନ୍ତି, ଦଳ ସଭାପତି ସୋନିଆ ଗାନ୍ଧି ଗତ ସପ୍ତାହରେ ସିଡବ୍ଲ୍ୟୁସି ବୈଠକ ପାଇଁ ପରାମର୍ଶ ଦେଇଥିଲେ। ଏ ଦିଗରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏବଂ ଖୁବ୍‌ଶୀଘ୍ର ସିଡବ୍ଲ୍ୟୁସି ବୈଠକ ହେବ ବୋଲି ସୂର୍ଯେୱାଲା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe