ଭାରତ ପରେ ବାଂଲାଦେଶରେ ‘ଫନି’ର ତାଣ୍ଡବ, ୧୫ ମୃତ

Advertisment
ଭାରତ ପରେ ବାଂଲାଦେଶରେ ‘ଫନି’ର ତାଣ୍ଡବ, ୧୫ ମୃତ

ଢାକା : ସାମୁଦ୍ରିକ ଝଡ଼ ଫନି ବାଂଲାଦେଶରେ ମଧ୍ୟ ତାଣ୍ଡବ ରଚିଛି। ଗତରାତିରେ  ଫନି ବାଂଲାଦେଶରେ ତଟବର୍ତ୍ତୀ ଅଂଚଳରେ ପ୍ରଳୟଙ୍କରୀ କ୍ଷତି ଘଟାଇଥିବା ବେଳେ ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଆହତ ହୋଇଛନ୍ତି। ବାଂଲାଦେଶର ମିଠାମୋଇନ୍‌, ଇଟ୍‌ନା, ପାକୁନ୍ଦିଆ ଆଦି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି।  ଫନି ଯୋଗୁ ୨ ଶହରୁ ଅଧିକ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଧିକାଂଶ କୃଷକ ଏବଂ ମତ୍ସ୍ୟଜୀବୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe