ଲସ୍କର କମାଣ୍ଡର ଅବଦୁଲ ରେହମାନକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କଲା ଆମେରିକା

‘କାର୍ ବୋମା’ରୁ ଜେଇଏମ୍‌ର ଆତଙ୍କୀ ପରିଚୟ

Outlook India

ଓ୍ଵାସିଂଟନ : ଆମେରିକାରୁ ଭାରତ ପାଇଁ ଆଉ ଏକ ଖୁସି ଖବର । ଭାରତରେ ବିଭିନ୍ନ ଆତଙ୍କବାଦୀ କାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଥିବା ପାକିସ୍ତାନୀ ଆତଙ୍କବାଦୀ ତଥା ଲସ୍କର-ଇ-ତୋଇବାର ସିନିୟର କମାଣ୍ଡର ଅବଦୁଲ ରେହେମାନ ଅଲ-ଦଖିଲକୁ ଆମେରିକା ଅନ୍ତର୍ଜାତୀୟ ଆତଙ୍କବାଦୀ ମାନ୍ୟତ ଦେଇଛି । ଏହା ସହିତ ଦଖିଲର ଦୁଇ ସହଯୋଗୀଙ୍କ ଉପରେ ମଧ୍ୟ କଟକଣା ଲଗାଇଛି ଆମେରିକା । ଏହି ଦୁଇଜଣ ହେଲେ ହମିଦ-ଉଲ-ହସନ ଓ ଅବଦୁଲ ଜବ୍ଦାର । ଏହି ଦୁଇଜଣ ଫଲାହ-ଏ-ଇନସାନିୟତ ନାମକ ସଂଗଠନ ଖୋଲି ଲସ୍କର ପାଇଁ ଅର୍ଥ ସଂଗ୍ରହ କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe