ବାପାଙ୍କ ଶବ ପାଖରେ ମହିଳାଙ୍କ ଗ୍ଲାମରସ୍ ଭଙ୍ଗୀ, ଟ୍ରୋଲ୍ ହେଲେ

Advertisment
ବାପାଙ୍କ ଶବ ପାଖରେ ମହିଳାଙ୍କ ଗ୍ଲାମରସ୍ ଭଙ୍ଗୀ, ଟ୍ରୋଲ୍ ହେଲେ

ୱାସିଂଟନ: ଜଣେ ଆମେରିକୀୟ ମହିଳାଙ୍କ ଫଟୋ ସମ୍ପ୍ରତି ସାମାଜିକ ଗଣମାଧ୍ୟମ ସାଇଟ୍ ଇନ୍‌ଷ୍ଟାଗ୍ରାମ୍ ଓ ରେଡିଟ୍‌ରେ ଚର୍ଚ୍ଚିତ ଓ ଭାଇରାଲ ହୋଇଛି। ମହିଳା ଜଣକ ତାଙ୍କ ପିତାଙ୍କ ମୃତଦେହ ପାଖରେ ଗ୍ଲାମରସ୍ ଭଙ୍ଗୀରେ ଠିଆ ହୋଇଛନ୍ତି। ଫଟୋରେ ତାଙ୍କ ପିତାଙ୍କ ମୃତଦେହ ତାଙ୍କ ପଛପଟକୁ ରହିଛି। ମହିଳା ଜଣକ ତାଙ୍କ ଛାତିର ଅର୍ଦ୍ଧାଂଶରୁ ତଳକୁ ଆବୃତ କରିଥିବା ଏକ କଳା କୋଟ୍ ପିନ୍ଧିଛନ୍ତି। ପିତାଙ୍କ ଶବ ପାଖରେ ଏପରି ଗ୍ଲାମରସ୍ ଭଙ୍ଗୀକୁ ସାମାଜିକ ଗଣମାଧ୍ୟମ‌ରେ ଲୋକ ନାପସନ୍ଦ କରି ଖୁବ୍ ସମାଲୋଚନା ଓ ଟ୍ରୋଲ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe