ମୃତ ମହିଳାଙ୍କ ଗର୍ଭାଶୟର ସଫଳ ପ୍ରତିରୋପଣ: ଜନ୍ମନେଲା ଶିଶୁ

Advertisment
ମୃତ ମହିଳାଙ୍କ ଗର୍ଭାଶୟର ସଫଳ ପ୍ରତିରୋପଣ: ଜନ୍ମନେଲା ଶିଶୁ

ଲଣ୍ଡନ୍‌: ବ୍ରାଜିଲ୍‌ର ଜଣେ ମହିଳାଙ୍କ ଶରୀରରେ ଜଣେ ମୃତ ମହିଳାଙ୍କ ଗର୍ଭାଶୟର ସଫଳ ପ୍ରତିରୋପଣ କରାଯାଇଥିଲା। ଆଜି ଏହି ମହିଳାଙ୍କ ଗର୍ଭରୁ ଏକ ସୁସ୍ଥ ଶିଶୁ ଜନ୍ମ ନେଇଛି। ବିଶ୍ବରେ ଏହା ପ୍ରଥମ ଘଟଣା। ପୂର୍ବରୁ ମୃତ ମହିଳାଙ୍କ ଗର୍ଭାଶୟ ପ୍ରତିରୋପଣ ହୋଇଥିଲେ ସୁଦ୍ଧା ଜୀବନ୍ତ ଶିଶୁ ଜନ୍ମ ହୋଇନଥିଲା। ଆମେରିକା ଏବଂ ତୁର୍କୀରେ ପୂର୍ବରୁ ୧୦ ମହିଳାଙ୍କ ଶରୀରରେ ମୃତ ମହିଳାଙ୍କ ଗର୍ଭାଶୟ ପ୍ରତିରୋପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe