ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କ ପରଲୋକ

ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କ ପରଲୋକ

Sky News

ବେଜିଂ: ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କର ଆଜି ୯୬ ବର୍ଷ ବୟସରେ ପରଲୋକ ହୋଇଛି। ଜିଆଙ୍ଗ ୧୯୮୯ ତିଆନ୍‌ମେନ ସ୍କୋୟାର ନରସଂହାର ପରେ ଚୀନ୍‌ କମ୍ୟୁନିଷ୍ଟ୍‌ ପାର୍ଟିର ନେତୃତ୍ବ ନିଜ ନିୟନ୍ତ୍ରଣକୁ ନେଇଥିଲେ। ୧୯୯୯ରୁ ୨୦୦୩ ପର୍ଯ୍ୟନ୍ତ ଜିଆଙ୍ଗ ଚୀନ୍‌ର ରାଷ୍ଟ୍ରପତି ଥିଲେ। ଚୀନ୍‌ରେ ବିସ୍ମୟକର ଅଭିବୃଦ୍ଧି ଘଟାଇଥିବା ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମକୁ ସେ ପ୍ରୋତ୍ସାହନ ଦେଇଥିଲେ। ଜିଆଙ୍ଗ ବଜାର ଭିତ୍ତିକ ସଂସ୍କାର ବ୍ୟବସ୍ଥା ଲାଗୁ କରିବାରେ ସବୁଠାରୁ ଅଗ୍ରଣୀ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe