ଜେଲ୍‌କୁ ଫେରିବା ପାଇଁ ମୋଦୀଙ୍କୁ ହତ୍ୟା ଧମକ

ଜେଲ୍‌କୁ ଫେରିବା ପାଇଁ ମୋଦୀଙ୍କୁ ହତ୍ୟା ଧମକ

Scroll.in

ନୂଆଦିଲ୍ଲୀ : ଜେଲ୍‌କୁ ଫେରିବା ପାଇଁ ଜାମିନରେ ଥିବା ଦିଲ୍ଲୀର ୨୨ ବର୍ଷୀୟ ସଲମାନ ନାମକ ଜଣେ ଯୁବକ ପ୍ରଧା‌ନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଛି। ଗତରାତିରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବ ବୋଲି ପୁଲିସକୁ ଧମକ କଲ୍ ଦେଇଥିଲା। ଜେରା ସମୟରେ ସେ କହିଥିଲା ଜେଲ୍‌କୁ ଫେରିଯିବା ପାଇଁ ସେ ଏଭଳି କଲ୍ କରିଥିଲା। ‌ସଲମାନ ନାମରେ ଏକାଧିକ ମାମଲା ରହିଛି ଏବଂ ସେ ଏବେ ଜାମିନରେ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe