ସମ୍ବିଧାନ ପୀଠର ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନି: ଆପ୍‌ ସରକାର

Advertisment
ଦିଲ୍ଲୀ, ପଂଜାବ ଏବଂ ହରିୟାନାରେ ଆପ୍‌ ଏକାକୀ ଲଢ଼ିବ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରରେ ଏବେ ବି ଅଚଳାବସ୍ଥା ଲାଗି ରହିଛି । ସରକାର ଏବଂ ଉପରାଜ୍ୟପାଳଙ୍କ କ୍ଷମତା ବାବଦରେ ୫ ଜଣିଆ ସମ୍ବିଧାନ ପୀଠର ରାୟ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ ବୋଲି ଆପ୍‌ ସରକାର ଆଜି ସୁପ୍ରିମ୍‌ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଅଫିସରଙ୍କ ବଦଳି ଓ ନିଯୁକ୍ତି ଅଧିକାର ସରକାରଙ୍କ ପାଖରେ ନଥିବାରୁ କୌଣସି କାର୍ଯ୍ୟ ହୋଇପାରୁ ନାହିଁ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦମ୍ବରମ ଅଦାଲତଙ୍କୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe