କେବଳ ସେତିକି ନୁହେଁ ଉତ୍ତର ଭାଗର ୪ଟି ପ୍ରମୁଖ ସହରରେ ବାୟୁର ମାନ ଆଜି ସକାଳୁ ୩ଶହ ଉପରେ ରହିଛି । ଦୀପାବଳି ବାଣ ଫୁଟା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଆହୁରି ଖରାପ ହୋଇ ଯାଇଛି । ଏହାସହ ପଡ଼ୋଶୀ ହରିୟାଣା ପଂଜାବ ସୀମାରେ ଚାଷୀମାନେ ନଡ଼ା ଜାଳିବା ଦ୍ବାରା ଏହାର ପ୍ରଭାବ ଦିଲ୍ଲୀ ବାୟୁରେ ପଡୁଛି ।