୧୮୮ ରନ୍‌ରେ ଅଟକିଲା ଦିଲ୍ଲୀ: ରାଜସ୍ଥାନ ପାଇଁ ବିଜୟ ଲକ୍ଷ୍ୟ ୧୮୯ ରନ୍

ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଧାର୍ଯ୍ୟ ୨୦ ଓଭରରେ ୫ ୱିକେଟ ହରାଇ ୧୮୮ ରନ୍ କରିଛି। ଫଳରେ ରାଜସ୍ଥାନ ରୟାଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୮୯ ରନ୍ ରହିଛି....

Delhi stalled at 188 runs: Rajasthan set 189 runs to win

Delhi stalled at 188 runs: Rajasthan set 189 runs to win Photograph: (Sambad.in)

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ ୨୦୨୫ର ୧୮ତମ ସଂସ୍କରଣର ୩୨ତମ ମ୍ୟାଚ୍ ବୁଧବାର ଏପ୍ରିଲ୍ ୧୬ରେ ଅକ୍ଷର ପଟେଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ  ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ ଧାର୍ଯ୍ୟ ୨୦ ଓଭରରେ ୫ ୱିକେଟ ହରାଇ ୧୮୮ ରନ୍ କରିଛି। ଫଳରେ ରାଜସ୍ଥାନ ରୟାଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୮୯ ରନ୍ ରହିଛି।

ଅଧିକ ପଢ଼ନ୍ତୁ: ଇସ୍ରାଏଲୀ ଯୁଦ୍ଧ ବିମାନ ନିଜ ଅଞ୍ଚଳରେ ବୋମା ମାଡ଼ କରି ଆତଙ୍କ ସୃଷ୍ଟି କଲା

ଦିଲ୍ଲୀ କ୍ୟାପିଟାଲ୍ସ  ପକ୍ଷରୁ ଅଭିଷେକ ପୋରେଲ ୪୯ ରନ୍ କରିଥିବା ବେଳେ କେଏଲ ରାହୁଲ ୩୮ ରନ୍ କରିଥିଲେ। ସେହିପରି  ଅକ୍ଷର ପଟେଲ ୩୪ ରନ୍, ଟ୍ରିଷ୍ଟନ ଷ୍ଟୁବସ୍ ଅପରାଜିତ ୩୪ ରନ୍ କରିଥିବାବେଳେ ଆଶୁତୋଷ ଶର୍ମା ୧୫ ରନ୍ କରିଥିଲେ।

ସେହିପରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋଫ୍ରା ଆର୍ଚର ୨ ୱିକେଟ ନେଇଥିବାବେଳେ ୱନିନ୍ଦୁ ହାସରଙ୍ଗା ଏବଂ ଏମ.ଥେକସେନା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ: ଆମେରିକା-ଚୀନ୍ ଜଳକା ହୋଇ ଚାହିଁ ରହିଲେ, ତାଇୱାନ ଜୀବନ୍ତ ହୃଦୟକୁ ବଦଳାଇ ଦେଲା

 Indian Premier League 2025 | DC vs RR | 32nd Match

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe